ଅନୁଚିନ୍ତା
ଆଜିର ଅନୁଚିନ୍ତା :

ଆଜିର କଥା:
🙏 ଜୟ ଶ୍ରୀଜଗନ୍ନାଥ 🙏
ଯିଏ ତୁମକୁ ବୁଝିପାରୁନାହିଁ, ତାଙ୍କ ଆଗରେ ନିଜକୁ ପ୍ରମାଣ କରିବାକୁ ଚେଷ୍ଟା କରି ସମୟ ନଷ୍ଟ କରନି।
ସୂର୍ଯ୍ୟ କେବେ ବି ଦୀପକୁ ତାର ଆଲୋକର ପ୍ରମାଣ ମାଗେ ନାହିଁ।
ତୁମ କାମରେ ଏତେ ଦୃଢ଼ ରୁହ, ଯେ ସମୟ ନିଜେ ତୁମକୁ ଚିହ୍ନିବ ।
🙏 ଜୟ ଶ୍ରୀଜଗନ୍ନାଥ 🙏
⭕❗⭕



