Breaking PLUSଓଡ଼ିଶାମୁଖ୍ୟ ଖବର

ଯୁବକଙ୍କୁ ପିଟି ପିଟି ହତ୍ୟା କଲା ଦୁର୍ବୃତ୍ତ

ବରଗଡ଼: ଯୁବକଙ୍କୁ ପିଟି ପିଟି ହତ୍ୟା କଲା ଦୁର୍ବୃତ୍ତ । ସଦର ଥାନା ଦଶମାଇଲି ଛକରେ ହତ୍ୟାକାଣ୍ଡ ଘଟିଛି । ବଚସାରୁ ହତ୍ୟା ସନ୍ଦେହ କରାଯାଉଛି ।  ମୃତକ ପଦ୍ମପୁର ମେଲଛାମୁଣ୍ଡା ଝାଙ୍କରପାଲିର । ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

Show More

Related Articles

Back to top button