Breaking PLUSଓଡ଼ିଶାମୁଖ୍ୟ ଖବର

ବସ୍ତି ଉଚ୍ଛେଦ ବେଳ ପୋଲିସ- ବସ୍ତି ବାସିନ୍ଦା ମୁହାଁମୁହିଁ

ବରଗଡ଼: ବରଗଡର ଗଙ୍ଗାଧର ନଗର ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଛି । ଉଚ୍ଚେଦକୁ ବିରୋଧ ପରି ବସ୍ତିବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବସ୍ତି ଉଚ୍ଛେଦ ବେଳେ ପୋଲିସ- ବସ୍ତି ବାସିନ୍ଦା ମୁହାଁମୁହିଁ ହୋଇଥିଲେ । ଗଙ୍ଗାଧର ନଗର ବସ୍ତି ଉଚ୍ଛେଦ ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଜେସିବି ଆଗରେ ବସି ପ୍ରତିବାଦ ବେଳେ ବିକ୍ଷୋଭକାରୀଙ୍କୁ ଉଠାଇନେଇଥିଲା ପୋଲିସ । ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

Show More

Related Articles

Back to top button