Breaking PLUSଓଡ଼ିଶାମୁଖ୍ୟ ଖବର

ମନ୍ତବ୍ୟ ପାଇଁ ନିଶିକାନ୍ତ ଦୁବେ କ୍ଷମା ମାଗନ୍ତୁ-ବିଜୟ ମହାପାତ୍ର

ଭୁବନେଶ୍ୱର- ମନ୍ତବ୍ୟ ପାଇଁ ନିଶିକାନ୍ତ ଦୁବେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ବିଜୟ ମହାପାତ୍ର  । ଜଣେ ସାଂସଦଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏନା । ବିଜୁ ବାବୁ ଭାରତର ପ୍ରତିନିଧିତ୍ଵ ଭାବେ ଆମେରିକା ଯାଇଥିଲେ । ବିଜୁ ବାବୁ CIA ଏଜେଣ୍ଟ ନଥିଲେ, ମିଛ ଓ ମନଗଢା କଥା କହିଛନ୍ତି ଦୁବେ ।୧୯୬୨ ଭାରତ-ଚୀନ୍‌ ଯୁଦ୍ଧରେ ବିଜୁ ବାବୁଙ୍କ ଭୂମିକା ଥିଲା । ତାଙ୍କ ଦେହାନ୍ତ ବେଳେ ସବୁ ଜାତୀୟସ୍ତର ନେତା ଆସିଥିଲେ ସ୍ଵର୍ଗଦ୍ଵାର । କିଛି ନଜାଣି ତାଙ୍କ ବିଷୟରେ ଏଭଳି କହିଥିବାରୁ ସେ ତୁରନ୍ତ କ୍ଷମା ମାଗନ୍ତୁ । ନିଶିକାନ୍ତ ଦୁବେ ସାରା ଦେଶକୁ ବିନା ସର୍ତ୍ତରେ ଭୁଲ ମାଗିବା ଦରକାର ବୋଲି ବିଜୟ ମହାପାତ୍ର କହିଛନ୍ତି ।

Show More

Related Articles

Back to top button