Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଶିଶୁ ନିଖୋଜ ମାମଲା ବଢ଼ିବାରେ ଲାଗିଛି

ଭୁବନେଶ୍ୱର- ରାଜ୍ୟରେ ଶିଶୁ ନିଖୋଜ ମାମଲା ବଢ଼ିବାରେ ଲାଗିଛି । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ୨୦୨୪ରେ ୬୮୩୮ ଶିଶୁ ନିଖୋଜ, ୫୯୪୨ ଉଦ୍ଧାର ହୋଇଥିଲେ ।

ତେବେ ୨୦୨୫ରେ ନିଖୋଜ ସଂଖ୍ୟା ବଢ଼ି ୮୨୦୬ରେ ପହଞ୍ଚିଛି । କେବଳ ୬୦୩୬ ଜଣ ଉଦ୍ଧାର ହୋଇଛନ୍ତି ବୋଲି ଗୃହରେ ଉତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ଉତର ପରେ ଏବେ ଚିନ୍ତା ବଢିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button