Breaking PLUSଓଡ଼ିଶାମୁଖ୍ୟ ଖବର

ଡିଜିଟାଲରେ ବିଧାୟକ ଶୁଣିବେ ଅଭିଯୋଗ

ଭୁବନେଶ୍ୱର, 23 ମାର୍ଚ୍ଚ – ଡିଜିଟାଲରେ ବିଧାୟକ ଶୁଣିବେ ଅଭିଯୋଗ । ସହଜ ହେବ ଲୋକଙ୍କ ଅଭିଯୋଗ ଶୁଣିବା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଧାରଣ ଜନସାଧାରଣଙ୍କ ଅସୁବିଧା ଓ ଅଭିଯୋଗକୁ ଶୀଘ୍ର ଗ୍ରହଣ ଓ ସମାଧାନ ପାଇଁ ବିଧାୟକଙ୍କ ନିମନ୍ତେ ହେବ ଡିଜିଟାଲ ପ୍ଲାଟଫର୍ମ ବ୍ୟବସ୍ଥା । ଏନେଇ ବିଚାର ବିମର୍ଶ କରୁଛନ୍ତି ସରକାର । ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।

Show More

Related Articles

Back to top button