Breaking PLUSଓଡ଼ିଶାମୁଖ୍ୟ ଖବର

ବର୍ଷକରେ 32 ହଜାର 687 ମହିଳା ବିରୋଧୀ ହିଂସା ପଞ୍ଜିକୃତ

ଭୁବନେଶ୍ୱର, 23 ମାର୍ଚ୍ଚ – 2025ରେ ସାମ୍ନାକୁ ଆସିଲା ମହିଳା ବିରୋଧୀ ଅପରାଧର ତଥ୍ୟ । ଗୋଟିଏ ବର୍ଷରେ 32 ହଜାର 687 ମହିଳା ବିରୋଧୀ ହିଂସା ପଞ୍ଜିକୃତ ହୋଇଛି । 7378 ଜଣ ମହିଳାଙ୍କୁ ଅପହରଣ କରାଯାଇଥିଲା । ସେହିପରି 7382 ଅସଦାଚରଣ, 1183 ଯୌନ ନିର୍ଯ୍ୟାତନା, 5419 ଅଣ ଯୌତୁକ ଜନିତ ନିର୍ଯାତନା, 4361 ଯୌତୁକଜନିତ ନିର୍ଯାତନା ସାମିଲ ଅଛି । 2994 ଧର୍ଷଣ ମାମଲା ରୁଜୁ ହୋଇଛି । ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତରରୁ ଏହା ଜଣାପଡିଛି ।

Show More

Related Articles

Back to top button