Breaking PLUSଓଡ଼ିଶାମୁଖ୍ୟ ଖବର

ଗୁଣି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ; ପିଟିପିଟି ମାରିଦେଲେ

ଗୁଣପୁର: ଗୁଣି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ; ପିଟିପିଟି ମାରିଦେଲେ । ପଦ୍ମପୁର ହାଟପଦା ସାହିରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା  । ଘଟଣାସ୍ଥଳକୁ ଯାଇଥିବା ପଦ୍ମପୁର ଆଇଆଇସିଙ୍କୁ ମଧ୍ୟ ଆକ୍ରମଣ । ୨୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସର ଖୋଳତାଡ଼ । ୨ ଦିନ ତଳେ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଗୁଣି କରି ବ୍ୟକ୍ତିଙ୍କୁ ମାରି ଦିଆଯାଇଥିବା ସନ୍ଦେହରେ ଆକ୍ରମଣ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button