Breaking PLUSଓଡ଼ିଶାମୁଖ୍ୟ ଖବର
ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଲଲହଡ଼ା: ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସିଗଡା ପଞ୍ଚାୟତ ନନ୍ଦିନୀପାଲି ଗାଁ ଜଙ୍ଗଲରୁ ମିଳିଲା ମୃତଦେହ । ମହିଳାଙ୍କ ପରିଚୟ ମିଳି ନ ଥିବାବେଳେ ଘଟଣାସ୍ଥଳରେ ପୋଲିସ ତଦନ୍ତ କରୁଛି ।