Breaking PLUSଓଡ଼ିଶାମୁଖ୍ୟ ଖବର

ଇବୋଲାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ  ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର, 30 ମେ – ଇବୋଲାକୁ ନେଇ ସତର୍କ ହେଲା ସ୍ୱାସ୍ଥ୍ୟ ବିଭାଗ  ।  ଲୋକସେବା ଭବନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ  ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ସଚିବ,  ଅଧିକାରୀ ଓ ବିଭିନ୍ନ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷ ସାମିଲ  ହୋଇଥିଲେ ।  ଇବୋଲାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଜାରି କରିପାରେ ଗାଇଡଲାଇନ ।

Show More

Related Articles

Back to top button