Breaking PLUSଓଡ଼ିଶାମୁଖ୍ୟ ଖବର

ମଦ୍ୟପ ସ୍ୱାମୀର ବର୍ବରକାଣ୍ଡ, ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା

ପାଟଣାଗଡ଼: ମଦ୍ୟପ ସ୍ୱାମୀର ବର୍ବରକାଣ୍ଡ, ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା । ବେଲପଡା ଥାନା କଟାପାଲି ଗାଁରେ ହତ୍ୟାକାଣ୍ଡ । ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୋଲିସର ପଚରାଉଚରା ।

Show More

Related Articles

Back to top button