Breaking PLUSଓଡ଼ିଶାମୁଖ୍ୟ ଖବର

ଦେଶର ପ୍ରଥମ ପ୍ରାଇଭେଟ୍‌ ରକେଟ୍‌ର ଉନ୍ମୋଚନ

ନୂଆଦିଲ୍ଲୀ- ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ପଦକ୍ଷେପ  । ଦେଶର ପ୍ରଥମ ପ୍ରାଇଭେଟ୍‌ ରକେଟ୍‌ର ଉନ୍ମୋଚନ କରାଯାଇଛି । ରକେଟ୍‌ ବିକ୍ରମ-୧ର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି  । ଭିଡିଓ କନ୍‌ଫରେନ୍ସ ଜରିଆରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ । ହାଇଦ୍ରାବାଦର ସ୍ପେଶ୍‌ ଷ୍ଟାର୍ଟଅପ୍‌ ଫାର୍ମ ସ୍କାଏରୁଟ୍‌ ତିଆରି କରିଛି ବିକ୍ରମ-୧ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button