Breaking PLUSଓଡ଼ିଶାମୁଖ୍ୟ ଖବର

ବାଇକ୍‌କୁ ପିଟିଲା ଟ୍ରକ୍‌; ପରିବାରର ୪ ମୃତ

କାମାକ୍ଷାନଗର: ବାଇକ୍‌କୁ ପିଟିଲା ଟ୍ରକ୍‌; ପରିବାରର ୪ ମୃତ । ସ୍ୱାମୀ, ସ୍ତ୍ରୀ ଓ ୬ ବର୍ଷର ଝିଅ ସହ ୮ ବର୍ଷୀୟା ଝିଆରୀର ମୃତ୍ୟୁ ହୋଇଛି । ମାଳପୁରା ଓଭରବ୍ରିଜ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  । ଘଟଣାସ୍ଥଳରେ ୩, ଢେଙ୍କାନାଳ ହସ୍ପିଟାଲରେ ଚିକିତ୍ସାଧୀନ ମହିଳାଙ୍କ ମୃତ୍ୟୁ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button