Breaking PLUSଓଡ଼ିଶାମୁଖ୍ୟ ଖବର
ମୋନ୍ଥା ପ୍ରଭାବରେ ଅଶାନ୍ତ ସମୁଦ୍ର କୂଳ ଲଂଘିଲା

ଖଲ୍ଲିକୋଟ: ମୋନ୍ଥା ପ୍ରଭାବରେ ଅଶାନ୍ତ ସମୁଦ୍ର କୂଳ ଲଂଘିଲା । ଗଞ୍ଜାମ ବ୍ଲକ ପୋଡ଼ମପେଟା ଗାଁରେ କୂଳ ଲଂଘିଲା ସମୁଦ୍ର । ମାଡ଼ିଆସିଲା ସମୁଦ୍ର ପାଣି । ୩ଟି ଘର ଭୁଶୁଡ଼ିଥିବା ସୂଚନା ମିଳିଛି ।