Breaking PLUSଦେଶମୁଖ୍ୟ ଖବର

ସହରାଞ୍ଚଳ ପାଇଁ ୨୫ ଦିନ ବ୍ୟବଧାନରେ LPG ରିଫିଲ୍‌ ବୁକିଂ

ନୂଆଦିଲ୍ଲୀ- LPG ରିଫିଲ୍‌ ବୁକିଂ ସମ୍ପର୍କିତ ସୋସିଆଲ୍‌ ମିଡିଆ ଗୁଜବରେ ବିଶ୍ବାସ କରନ୍ତୁନି  । ଏନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରାଳୟ ପକ୍ଷରୁ ଆସିଲା ସ୍ପଷ୍ଟୀକରଣ ।

ସୋସିଆଲ୍ ମିଡିଆ LPG ରିଫିଲ୍ ବୁକିଂ ସମ୍ପର୍କିତ ଗୁଜବକୁ ନେଇ ସ୍ପଷ୍ଟୀକରଣ ଦେଲା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରାଳୟ । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଗୁଜବକୁ ବିଶ୍ବାସ ନକରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛି ।

ନିୟମ ଅନୁସାରେ, ସହରାଞ୍ଚଳ ପାଇଁ ୨୫ ଦିନ ବ୍ୟବଧାନରେ LPG ରିଫିଲ୍  ବୁକିଂ ହେଉଥିବାବେଳେ ଗ୍ରାମାଞ୍ଚଳ ପାଇଁ ୪୫ ଦିନ ବ୍ୟବଧାନରେ LPG ରିଫିଲ୍  ବୁକିଂ କରାଯାଉଛି । ଯେକୌଣସି ପ୍ରକାର କନେକ୍ସନ ନେଇଥିଲେ ସେହି ସମାନ ନିୟମ କାର୍ଯ୍ୟକାରୀ ହେବ ।

Show More

Related Articles

Back to top button