Breaking PLUSଓଡ଼ିଶାମୁଖ୍ୟ ଖବର

ଟାଙ୍ଗିଆରେ ହାଣି ଶ୍ରମିକଙ୍କୁ ହତ୍ୟା କଲା ଅନ୍ୟ ଜଣେ ଶ୍ରମିକ

ମୁନିଗୁଡ଼ା: ଟାଙ୍ଗିଆରେ ହାଣି ଶ୍ରମିକଙ୍କୁ ହତ୍ୟା କଲା ଅନ୍ୟ ଜଣେ ଶ୍ରମିକ । ଭାଟଗୁଡ଼ାରେ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଜଣେ ମୃତ, ଜଣେ ଆହତ । ଆହତ ଶ୍ରମିକ ବିଷମକଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି । ଅଭିଯୁକ୍ତ ଥାନାରେ ଅଟକ, ମୃତାହତ ସମସ୍ତେ କଳାହାଣ୍ଡି ଲାଞ୍ଜିଗଡ଼ର ବୋଲି ସୂଚନା ମିଳିଛି । ୩ ଶ୍ରମିକ ମେଗା ପାନୀୟ ଜଳ ପ୍ରକଳ୍ପରେ କାମ କରୁଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button