Breaking PLUSଓଡ଼ିଶାମୁଖ୍ୟ ଖବର

ଭାରସାମ୍ୟ ହରାଇ ରାସ୍ତାକଡ଼ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର

ମୁନିଗୁଡ଼ା: ମୁନିଗୁଡାରେ ସଡକ ଦୁର୍ଘଟଣା । ଘର ଉପରେ ମାଡିଯାଇଛି ଟ୍ୟାଙ୍କର । ତେବେ ଏଥିରେ ଅଳ୍ପକେ ବର୍ତ୍ତିଛନ୍ତି ପରିବାର ଲୋକେ ।

ଘଟଣାଟି କିଛି ଏହିପରି ଥିଲା । ଭାରସାମ୍ୟ ହରାଇ ରାସ୍ତାକଡ଼ ୩ ଘର ଉପରକୁ ମାଡ଼ିଯାଇଥିଲା ଟ୍ୟାଙ୍କର  । କନକ ପରମେଶ୍ଵରୀ ମନ୍ଦିର ନିକଟରେ ଭୋର୍ ସମୟରେ ଦୁର୍ଘଟଣା ଘଟିଛି ।ବିଶାଖାପାଟଣାରୁ ଝାରସୁଗୁଡ଼ା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଭାଙ୍ଗିଯାଇଛି ଘର କାନ୍ଥ ଓ ଆଜବେଷ୍ଟସ୍ । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩ ପରିବାର ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button