Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ନୂଆଦିଲ୍ଲୀରେ ନିତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକ

ନୂଆଦିଲ୍ଲୀ-ନୂଆଦିଲ୍ଲୀରେ ନିତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ବୈଠକ  । ବୈଠକରେ ସାମିଲ ହେଲେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ  ।୨୦୪୭ ରୋଡ୍‌ମ୍ୟାପ୍‌ ନେଇ ବୈଠକରେ ଆଲୋଚନା ।

Show More

Related Articles

Back to top button