Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆ ବର୍ଷରେ ବଣ୍ଟାଯିବ ୧୫ ଲକ୍ଷ ନୂଆ ରାସନ କାର୍ଡ

ସର୍ଭେ ପରେ ରାସନ କାର୍ଡ ଆବେଦନ କାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ଏହି ପ୍ରକ୍ରିୟା ଆରମ୍ଭ ହେବ ନୂଆ ବର୍ଷରୁ ଯେଉଁ ମାନେ ଆବେଦନ କରିବେ ସର୍ଭେ କରି ଦିଆଯିବ ରାସନ କାର୍ଡ। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୩୯ ହଜାର ରାସନ କାର୍ଡ ପାଇଥିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସୂଚନା ଯୋଗ୍ୟ ଯେ ,୧୫ ଲକ୍ଷ ରାସନ କାର୍ଡ ଏବେ ଆପ୍ରୁଭ ହୋଇକି ରହିଛି ।

Show More

Related Articles

Back to top button