Breaking PLUSଦେଶ ବିଦେଶମୁଖ୍ୟ ଖବର

ପଦାର୍ଥ ବିଜ୍ଞାନ ପାଇଁ ଜନ୍. ହୋପଫିଲ୍ଡ ଓ ଜେଫ୍ରି ହିଣ୍ଟନଙ୍କୁ ମିଳିବ ନୋବେଲ୍

ନୋବେଲ କମିଟି ଆଜି ପଦାର୍ଥ ବିଜ୍ଞାନ ପାଇଁ ବିଜେତାଙ୍କ ନାମ ଘୋଷଣା କରିଛି। ଜନ୍ ଜେ ହପଫିଲଡ ଏବଂ ଜେଫ୍ରି ଇ. ହିଣ୍ଟନ ୨୦୨୪ ପାଇଁ ପାଇବେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର। କୃତ୍ରିମ ନ୍ୟୁରାଲ ନେଟୱାର୍କ ସହିତ ମେସିନ୍ ଲର୍ଣ୍ଣିଂକୁ ସକ୍ଷମ କରୁଥିବା ମୌଳିକ ଆବିଷ୍କାର ପାଇଁ ଉଭୟଙ୍କୁ ମିଳିବ ନୋବେଲ ପୁରସ୍କାର।ଚଳିତ ବର୍ଷର ପଦାର୍ଥ ବିଜ୍ଞାନରେ ଦୁଇ ଜଣ ନୋବେଲ ବିଜେତା ପଦାର୍ଥ ବିଜ୍ଞାନର ଉପକରଣ ବ୍ୟବହାର କରି ଆଜିର ଶକ୍ତିଶାଳୀ ମେସିନ୍ ଲର୍ଣ୍ଣିଂର ମୂଳଦୁଆ ଥିବା ପଦ୍ଧତି ବିକଶିତ କରିଛନ୍ତି।

Show More

Related Articles

Back to top button