Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆପଡ଼ାରେ ବିଜେପି ଏକପାଖିଆ ଜିତିବ: ଜୟନାରାୟଣ

ଭୁବନେଶ୍ୱର- ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ହେବ ବୋଲି କହିଛନ୍ତି ଜୟନାରାୟଣ  ।ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।’ରାଜନୀତି ଯେଉଁଭଳି ମୋଡ଼ ନେଉଛି ବିଜେଡି ବିଲୁପ୍ତ ହେବ’  ।’ବିଜେଡିକୁ ବଞ୍ଚେଇ ରଖିବା ପାଇଁ ଚାହୁଁଛନ୍ତି କେନ୍ଦ୍ରୀୟ ନେତୃତ୍ୱ’  ।’ଆମେ ମଧ୍ୟ ଚାହୁଁ ନାହୁଁ ବିଜେଡି ବିଲୁପ୍ତ ହୋଇଯାଉ’  ।ନୂଆପଡ଼ାରେ ବିଜେପି ଏକପାଖିଆ ଜିତିବ ବୋଲି ଜୟନାରାୟଣ କହିଛନ୍ତି ।’ବିଜେଡି ପାଖେ ପ୍ରାର୍ଥୀ ନଥିଲା, ଜିଲ୍ଲା ଡେଇଁ ଅତାବିରାରୁ ପ୍ରାର୍ଥୀ କଲେ’ । ବିଜେଡି ଲଢ଼ିବା ଭଳି ଲାଗୁନି, କେବଳ ଫିଲ୍ ଅନ୍ ଦ ବ୍ଲାଙ୍କସ୍’  । ‘କଂଗ୍ରେସକୁ ଲୋକେ ପ୍ରତ୍ୟାଖାନ କରିଛନ୍ତି, ପ୍ରାର୍ଥୀଙ୍କୁ ବହିଷ୍କାର କରିଛନ୍ତି’ ।

Show More

Related Articles

Back to top button