Breaking PLUSଓଡ଼ିଶାମୁଖ୍ୟ ଖବର

ଦଇଡ଼ାପାନି ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା: ଦଇଡ଼ାପାନି ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ଓଡ଼ିଶା-ଛତିଶଗଡ ସୀମାନ୍ତରେ ବଡ଼ ଧରଣର ମାଓ କ୍ୟାମ୍ପ ଠାବ ହୋଇଛି ।ଗରିଆବନ୍ଦର ମେନପୁରରେ ସର୍ଚ୍ଚ ଅପରେସନରେ ସୁରକ୍ଷାବଳଙ୍କୁ ସଫଳତା ମିଳିଛି ।ବିପୁଳ ପରିମାଣରେ ମୋର୍ଟାର ଲଞ୍ଚର ଓ ବନ୍ଧୁକ ଜବତ ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button