Breaking PLUSଓଡ଼ିଶାମୁଖ୍ୟ ଖବର

ପାରଳାଖେମୁଣ୍ଡିରେ ବର୍ଷା ଆରମ୍ଭ

ଭୁବନେଶ୍ୱର- ମୋନ୍ଥା ପ୍ରଭାବରେ ପାରଳାଖେମୁଣ୍ଡିରେ ବର୍ଷା ଆରମ୍ଭ ହୋଇଛି । ଆକାଶ ମେଘାଚ୍ଛନ୍ନ ସହ ପାରଳାଖେମୁଣ୍ଡିରେ ବର୍ଷା ଜାରି ରହିଛି । ଆଜି ଗଜପତି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ଆସନ୍ତାକାଲି ପ୍ରବଳ ବର୍ଷା ହେବ ଆଶଙ୍କା କରାଯାଉଛି ।

Show More

Related Articles

Back to top button