Breaking PLUSଓଡ଼ିଶାମୁଖ୍ୟ ଖବର
‘ସୁଭଦ୍ରା’ ରାଲିକୁ ଟାର୍ଗେଟ କଲେ ପିସିସି ସଭାପତି

ଭୁବନେଶ୍ୱର- ବିଜେପିର ‘ସୁଭଦ୍ରା’ ରାଲିକୁ ଟାର୍ଗେଟ କଲେ ପିସିସି ସଭାପତି ଭକ୍ତ ଦାସ । ଅଢ଼େଇ କୋଟି ମହିଳା ଥିବା ବେଳେ କୋଟିଏଙ୍କୁ ସୁଭଦ୍ରା କାହିଁକି ପ୍ରଶ୍ନ କଲେ । ‘ସୁଭଦ୍ରା’ରେ ଦଶମ ଛାତ୍ରୀଙ୍କୁ କାହିଁକି ସାମିଲ କରୁ ନାହାନ୍ତି ବୋଲି ଭକ୍ତ ଦାସ ପ୍ରଶ୍ନ ଉଠାଇଛନ୍ତି । ମହିଳାଙ୍କୁ ଅତ୍ୟାଚାର କରି ଟଙ୍କା ବାଣ୍ଟି ଚୁପ କରିବାକୁ ଚାହୁଁଛି ବିଜେପି ।