Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ଯୁକ୍ତ ୨ ଖାତା  ଦେଖା ଆରମ୍ଭ

ଭୁବନେଶ୍ୱର, ୦୨ ଏପ୍ରିଲ – ଆଜିଠୁ ଆରମ୍ଭ  ଯୁକ୍ତ ୨ ଖାତା  ଦେଖା । ୨ଟି ପର୍ଯ୍ୟାୟରେ  ସରିବ ମୂଲ୍ୟାଙ୍କନ । ଏପ୍ରିଲ ୨ରୁ ୧୩ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟରେ ଖାତା ଦେଖାଯିବ ।  ଏବଂ  ଦ୍ଵିତୀୟ ପର୍ଯ୍ୟାୟରେ ୧୫ ଏପ୍ରିଲରୁ ୨୬ ଏପ୍ରିଲ ମଧ୍ୟରେ ସରିବ । ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ କରିବାକୁ ସିଏଚଏସଇ କରୁଛି ପ୍ରସ୍ତୁତି । ୩ ଲକ୍ଷ ୯୬ ହଜାର ୫୯୨ ପରୀକ୍ଷାର୍ଥୀଙ୍କ  ଖାତା  ଦେଖାଯିବ । ଫେବୃୟାରୀ  ୧୮ ରୁ  ଆରମ୍ଭ  ହୋଇଥିବା  ପରୀକ୍ଷା ମାର୍ଚ୍ଚ ୨୮ ରେ  ଶେଷ ହୋଇଥିଲା । ଅନଲାଇନ୍  ଖାତା ଦେଖା  ୨ ଟି  ସିଫ୍ଟରେ ହେଉଛି ।  ସକାଳ  ୦୭: ୩୦ ରୁ  ୧୧: ୩୦ ଏବଂ   ଦ୍ଵିତୀୟ  ସିଫ୍ଟରେ  ୧୨ ରୁ  ୪ ଘଟିକା ।  ଅଫଲାଇନ  ସକାଳ  ୮ ରୁ  ୧ ଘଟିକା  ଯାଏ  ଚାଲିବ ।

Show More

Related Articles

Back to top button