Breaking PLUSଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର
ଶିରିଡି ସାଇ ବାବାଙ୍କ ଦର୍ଶନ କଲେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମହାରାଷ୍ଟ୍ର ଗସ୍ତ କରି ଶିରିଡି ସାଇବାବାଙ୍କ ଦର୍ଶନ ପୂର୍ବକ ଆଶୀର୍ବାଦ ଲାଭ କରିଛନ୍ତି। ପରେ ମୋଦୀ ରାଜ୍ୟରେ ୭୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୋଦୀ ଅହମ୍ମଦନଗର ଜିଲାରେ ଜନସଭାକୁ ସମ୍ବୋଧନ କରିଥିଲେ। ଉଦ୍ଘାଟନ ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ଅହମ୍ମଦନଗର ଆୟୁଷ ହସ୍ପିଟାଲ, କୁରଦୁୱାଡି-ଲାଟୁର ରେଲୱେ ସେକସନର ୧୮୬କିମି ରେଳପଥର ବିଦ୍ୟୁତ୍କରଣ, ଏନଏଚ୍୧୬୬ର ସମ୍ପ୍ରସାରଣ ଇତ୍ୟାଦି।