Breaking PLUSଓଡ଼ିଶାମୁଖ୍ୟ ଖବର

ବିଶ୍ୱାସଘାତକତାର ଜବାବ ଦେବେ ସୁଭଦ୍ରା ଭଉଣୀ- ପ୍ରଭାତି ପରିଡା

ଭୁବନେଶ୍ୱର- ନବୀନଙ୍କ ପ୍ରାର୍ଥୀ ଚୋରୀ ମନ୍ତବ୍ୟରେ ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପ୍ରଭାତି କହିଛନ୍ତି ବିଶ୍ୱାସଘାତକତାର ଜବାବ ସୁଭଦ୍ରା ଭଉଣୀ ଦେବେ । ନୂଆପଡାବାସୀ ୨୪ବର୍ଷର ବିଶ୍ୱାସ ଘାତର ଜବାବ ଦେବାପାଇଁ ହିଁ ପ୍ରସ୍ତୁତ ହେଉଛନ୍ତି । ଯିଏ ମିଶନ ଶକ୍ତିର ମହିଳାଙ୍କ ପ୍ରତି କଥାରେ ବିଶ୍ୱାସଘାତ କରିଛି ତାର ଜବାବ ନିର୍ବାଚନରେ ସୁଭଦ୍ରା ଭଉଣୀମାନେ ନିଶ୍ଚୟ ଦେବେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button