Breaking PLUSଓଡ଼ିଶାମୁଖ୍ୟ ଖବର

19ରୁ ଶ୍ରୀମନ୍ଦିର ସହିତ ଓଡ଼ିଶାର ସମସ୍ତ ମନ୍ଦିର ସମ୍ମୁଖରେ ଦୀପଦାନ

ଭୁବନେଶ୍ୱର- ଆସନ୍ତା ୧୯.୧୧.୨୫ ରିଖ ଠାରୁ ୨୧.୧୧.୨୫ ରିଖ ପଯ୍ୟନ୍ତ ଶ୍ରୀମନ୍ଦିରରେ ଦେବଦୀପାବଳି ପାଳନ ହେବ । ମହାପ୍ରଭୁ ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ ସହିତ ଦୀପଦାନ କରିବେ । ଶ୍ରୀମନ୍ଦିର ହେବ ଉତ୍ସବ ମୁଖର | ଏଥି ସହିତ ସାରା ଓଡ଼ିଶାର ସମସ୍ତ ମନ୍ଦିରରେ ଦେବଦୀପାବଳି ଉତ୍ସବ ପାଳନ କରାଯିବ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button