Breaking PLUSଓଡ଼ିଶାମୁଖ୍ୟ ଖବର
ନୂଆବର୍ଷ ପରେ ଅଳଙ୍କାର ଗଣତି

ପୁରୀ- ଠିକ୍ ନୂଆବର୍ଷ ପରେ ଅଳଙ୍କାର ଗଣତି କାମ ଆରମ୍ଭ ହେବ । ପର୍ଯ୍ୟାୟକ୍ରମେ ପ୍ରାୟ ଅଢ଼େଇରୁ ତିନି ମାସ ମଧ୍ୟରେ ଏହା ଶେଷ କରାଯିବ। ଅକ୍ଷୟ ତୃତୀୟା ଅର୍ଥାତ୍ ରଥ ନିର୍ମାଣ ଆରମ୍ଭ ପୂର୍ବରୁ ଏ କାର୍ଯ୍ୟ ସଂପନ୍ନ ପାଇଁ ଲକ୍ଷ୍ୟ ରଖାଯାଇଛି।



