Breaking PLUSଦେଶମୁଖ୍ୟ ଖବର

ରାହୁଲ ଗାନ୍ଧିଙ୍କ ଧଳା ଟି-ସାର୍ଟ ପଦଯାତ୍ରା

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିହାରରେ ‘ଧଳା ଟି-ଶାର୍ଟ’ ପଦଯାତ୍ରା ଆରମ୍ଭ କରିଛନ୍ତି। ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ବେଗୁସରାଇ ଜିଲାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସମୟରେ ରାହୁଲ ‘ପଳାୟନ ରୋକୋ, ଚାକିରି ଦିଅ’ ଅଭିଯାନର ସଫଳତା ପାଇଁ ରାଜ୍ୟର ଯୁବବର୍ଗଙ୍କ ସହଯୋଗ ଲୋଡ଼ିଛନ୍ତି। ଏନଏସୟୁଆଇ ନେତା କହ୍ନେୟା କୁମାର ମଧ୍ୟ ରାହୁଲଙ୍କ ସହିତ ପଦଯାତ୍ରାରେ ସାମିଲ ହୋଇଛନ୍ତି। ରାହୁଲ ରାଜ୍ୟ ଯୁବପିଢ଼ିଙ୍କୁ ଧଳା ଟି-ଶାର୍ଟ ପିନ୍ଧି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ଆହ୍ବାନ କରିଛନ୍ତି।

Show More

Related Articles

Back to top button