Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ବର ରେଳ ଷ୍ଟେସନରେ ନବୀକରଣ କାର୍ଯ୍ୟର ସମୀକ୍ଷା କଲେ ରେଳମନ୍ତ୍ରୀ

ଭୁବନେଶ୍ୱର, ଏପ୍ରିଲ ୧୯ -ଭୁବନେଶ୍ବର ରେଳ ଷ୍ଟେସନରେ ନବୀକରଣ କାର୍ଯ୍ୟର ସମୀକ୍ଷା କଲେ ରେଳମନ୍ତ୍ରୀ` ଭୁବନେଶ୍ୱର ରେଳ ଷ୍ଟେସନର ନବୀକଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଆଜି ଭୁବନେଶ୍ବର ରେଳ ଷ୍ଟେସନ ବୁଲି ଦେଖିବା ସହ ଏହାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ରେଳମନ୍ତ୍ରୀ ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ବିକାଶ କାର୍ଯ୍ୟ ସମ୍ପର୍କରେ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ରେଳମନ୍ତ୍ରୀ  ସେଠାରେ ଉପସ୍ଥିତ ଯାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ରେଳ ମନ୍ତ୍ରୀ।

Show More

Related Articles

Back to top button