Breaking PLUSଓଡ଼ିଶାମୁଖ୍ୟ ଖବର
ଭିଜିଲାନ୍ସ ଜାଲରେ ମଙ୍ଗରାଜପୁର RI ରାଜାରାମ ବାନ୍ଦ୍ରା

ଚୌଦ୍ୱାର: ଲାଂଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ଭିଜିଲାନ୍ସ ଜାଲରେ ମଙ୍ଗରାଜପୁର RI ରାଜାରାମ ବାନ୍ଦ୍ରା ।
୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାଜାରାମ ବାନ୍ଦ୍ରା । ଏକ ମ୍ୟୁଟେସନ ପାଇଁ ଲାଞ୍ଚ ନେଉଥିଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଟାଙ୍ଗୀ- ଚୌଦ୍ୱାର ତହସିଲ୍ର ମଙ୍ଗରାଜପୁର RI ରାଜାରାମ ବାନ୍ଦ୍ରା । ଧରାପଡ଼ିବା ପରେ ରାଜାରାମଙ୍କ ଦୁଇଟି ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି ।



