Breaking PLUSଓଡ଼ିଶାମୁଖ୍ୟ ଖବର
JMFC କୋର୍ଟର ମାଲଖାନାରୁ ଚୋରି

ସୋର: JMFC କୋର୍ଟର ମାଲଖାନାରୁ ଚୋରି ହୋଇଛି । ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ସୋର ପୋଲିସର ଛାନଭିନ୍ । ଗରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଅନେକ ସାମଗ୍ରୀ ଚୋରି ଅନୁମାନ କରାଯାଉଛି । ଚୋରି ବେଳେ ସିସିଟିଭି କ୍ୟାମେରା ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ ।



