Breaking PLUSଦେଶମୁଖ୍ୟ ଖବର

ଷ୍ଟାର ଫୁଟବଲର୍‌ ଲିଓନେଲ ମେସିଙ୍କୁ ଦେଖିବାକୁ ହଙ୍ଗାମା

ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ ବଡ଼ ହଙ୍ଗାମା । ମେସିଙ୍କୁ ଦେଖି ନପାରିବାରୁ ଫ୍ୟାନ ମାନଙ୍କ ମଧ୍ୟରେ ବଡ଼ ବିଶୃଙ୍ଖଳା ଦେଖା ଦେଇଛି ।

ମେସି କଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ପହଞ୍ଚିବା ପରେ ଭିଡ଼ ଉତ୍ସାହରେ ପରିଣତ ହୋଇଥିଲା । କିନ୍ତୁ ଶୀଘ୍ର ଷ୍ଟାଡିୟମରୁ ବାହାରିବ କାରଣରୁ ଅନେକ ଫ୍ୟାନ ନିରାଶ ହୋଇଥିଲେ । ମେସିଙ୍କୁ ଦେଖି ନପାରିବାରୁ ଅନେକ ଫ୍ୟାନ ବିଶୃଙ୍ଖଳା କରିଥିଲେ । ଏପରିକି ଫ୍ୟାନ ମାନେ ପଡ଼ିଆ ଭିତରକୁ ପ୍ଲାଷ୍ଟିକ୍ ପାଣି ବୋତଲ ଫିଙ୍ଗି ଥିଲେ ।

Show More

Related Articles

Back to top button