ଓଡ଼ିଶାଦେଶଦେଶ ବିଦେଶସ୍ୱତନ୍ତ୍ର

ଭାରତକୁ ତାଇଓ୍ବାନର ଧନ୍ୟବାଦ

ଭାରତକୁ ତାଇଓ୍ବାନର ଧନ୍ୟବାଦ । ଚାଇନା ଏବଂ ତାଇଓ୍ବାନ ମଧ୍ୟରେ ଥିବା ତିକ୍ତତାକୁ ଭାରତ ସମନ୍ବୟ କରିଥିବାରୁ ଆଜି ଭାରତକୁ ଧନ୍ୟବାଦ ଜଣାଇଛି ତାଇଓ୍ବାନ । ଏଥିସହିତ ଭାରତର ଉଦ୍ୟମ ସେମାନଙ୍କ ଆତ୍ମରକ୍ଷାକୁ ଦୃଢ଼ କରିବ ବୋଲି କହିଛି ତାଇଓ୍ବାନ । ଆମେରିକାର ସଂସଦ ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇଓ୍ବାନ ଗସ୍ତ ପରେ ତାଇଓ୍ବାନ ଏହା କହିଛି।

ତାଇଓ୍ବାନ କହିଛି, ବନ୍ଧୁତା ବଢ଼ାଇବା ଏବଂ ବିଶ୍ୱର ଦେଶ ସହ ସମ୍ପର୍କ ବଜାୟ ରଖିବା ଏହାର ଅଧିକାର ଅଟେ। କିନ୍ତୁ ତାଇଓ୍ବାନ ଉପରେ ଚାଇନା ଟାର୍ଗେଟରେ ସାମରିକ ଆଭିମୁଖ୍ୟ ଏଠାରେ ଉତ୍ତେଜନା ସୃଷ୍ଟି କରି ଶାନ୍ତି ଏବଂ ସ୍ଥିରତାକୁ ବାଧା ଦେଇଛି।

Show More

Related Articles

Back to top button