Breaking PLUSଓଡ଼ିଶାମୁଖ୍ୟ ଖବର
ଇଭି ଗାଡ଼ି ଶୋ’ ରୁମ୍ରେ ଭୟଙ୍କର ଅଗ୍ନିକାଣ୍ଡ

ବ୍ରହ୍ମପୁର: ଇଭି ଗାଡ଼ି ଶୋ’ ରୁମ୍ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଟାଉନ୍ ଥାନା ରେଡ୍ଡୀ ଗ୍ୟାରେଜ ଛକ ନିକଟ ଶୋ’ ରୁମ୍ରେ ନିଆଁ ଲାଗିଛି । ସର୍ଟସର୍କିଟରୁ ଶୋ’ ରୁମ୍ରେ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ନିଆଁ ଲାଗି ଜଳିଯାଇଛି ଏକାଧିକ ଗାଡ଼ି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚିଛନ୍ତି