ଜୀବନଚର୍ଯ୍ୟାଭକ୍ତିସ୍ୱତନ୍ତ୍ର

ବେଦବାଣୀ

ସାଧାରଣରେ ଧନକୁ ବାଣ୍ଟିଲେ ତାହା ଶେଷ ହେବା ସ୍ୱାଭାବିକ

ବେଦବାଣୀ
ସାଧାରଣରେ ଧନକୁ ବାଣ୍ଟିଲେ ତାହା ଶେଷ ହେବା ସ୍ୱାଭାବିକ, କିନ୍ତୁ ତାହାର ସୁଫଳ ଯେତେବେଳେ ମିଳିବାକୁ ଆରମ୍ଭ କରିବ ତାହା ହେବ ଅପରିମିତ । ସ୍ନେହ, ଶ୍ରଦ୍ଧା ଓ ଭକ୍ତି ବାଣ୍ଟିଲେ ତାହା ଶେଷ ହୁଏ ନାହିଁ ବରଂ ବଢ଼ିବାକୁ ଲାଗେ। ସେହିପରି ଧନକୁ ଯଥାର୍ଥ ପାତ୍ରରେ ବାଣ୍ଟିଲେ ତାହା ଶେଷ ହୁଏନାହିଁ ବରଂ ବଢ଼ିବାକୁ ଲାଗେ। ଏଦିଗରେ ବେଦ ମନ୍ତ୍ର କହନ୍ତି – ଓ୩ମ୍ ଶତହସ୍ତ ସମାହର ସହସ୍ର ହସ୍ତ ସଂକିର ଅର୍ଥାତ୍ ହେ ମନୁଷ୍ୟ ! ତୁମର ଶତହସ୍ତର ସାମର୍ଥ୍ୟ ରହିଛି ତୁମେ ସତ୍ ପାତ୍ରର ଧନ ସଂଗ୍ରହ କର ଏବଂ ହଜାରେ ହସ୍ତର ଶକ୍ତି ସମ୍ପନ୍ନ ହୋଇ ବିତରଣ କର, ଦାନ କର।

Show More

Related Articles

Back to top button