Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଭାରତ-ଅଷ୍ଟ୍ରେଲିଆ ମୁକାବିଲା

ଚଳିତ ଚମ୍ପିଆନ୍‌ସ ଟ୍ରଫି ଏବେ ନକ୍‌ଆଉଟ୍‌ ପର୍ଯ୍ୟାୟ​‌ରେ ପ୍ରବେଶ କରିଛି। ଏବେ ୪ଟି ଦଳ ଟାଇଟଲ ଦୌଡ଼ରେ ରହିଛନ୍ତି। ଚଳିତ ସଂସ୍କରଣରେ ଏକମାତ୍ର ଦଳ ଭାବେ ସମସ୍ତ ଲିଗ୍‌ ଜିତିଥିବା ଭାରତ ଆଜି  ପ୍ରଥମ ସେମିଫାଇନାଲ ଖେଳିବାକୁ ଯାଉଛି। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏହି ସେମିଫାଇନାଲ ଖେଳିବ। ଏହି ମ୍ୟାଚ୍‌ ୨୦୨୩ ଦିନିକିଆ ବିଶ୍ବକପ୍‌ ଫାଇନାଲର ପୁନରାବୃତ୍ତି ହେବାକୁ ଯାଉଛି। ଉକ୍ତ ଫାଇନାଲରେ ଭାରତକୁ ପରାସ୍ତକରି ଅଷ୍ଟ୍ରେଲିଆ ଚମ୍ପିଆନ୍ ହୋଇଥିଲା। ଏହାର ପ୍ରତିଶୋଧ ଲକ୍ଷ୍ୟ ନେଇ ଭାରତ ଖେଳିବ।

Show More

Related Articles

Back to top button