Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର, 26 ମାର୍ଚ୍ଚ- ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅପେକ୍ଷାରେ ରହିଛି ରଥ। ସକାଳ ୧୦ଟା ୪୫ରେ ପହଣ୍ଡି, ଅପରାହ୍ନ ସାଢେ ୨ଟାରେ ରଥ ଟଣା ହେବ। ଶ୍ରଦ୍ଧାଳୁମାନେ ସେହି ବ୍ରାହ୍ମ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି, କେତେବେଳେ ଏକାମ୍ର ଅଧୂପତି ମନ୍ଦିରରୁ ବାହାରି ରଥରେ ବିରାଜମାନ କରିବେ।

Show More

Related Articles

Back to top button