Breaking PLUSଓଡ଼ିଶାମୁଖ୍ୟ ଖବର
ଦୁଇ ଟ୍ରକ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଓ ୩ ଜଣ ଆହତ

ବଲାଙ୍ଗିର: ଦୁଇ ଟ୍ରକ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଓ ୩ ଜଣ ଆହତ ହୋଇଛନ୍ତି । ଟିଟିଲାଗଡ଼ ଥାନା ଏନଏଚ-୨୬ ଘୁଞ୍ଚେପାଲି ଛକରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଜାତୀୟ ରାଜପଥ ଜାମ୍, ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।



