Breaking PLUSଓଡ଼ିଶାମୁଖ୍ୟ ଖବର
ଫାଣ୍ଡି ସାମ୍ନାରେ ଧାରଣାରେ ବସିଲେ ପୂର୍ବତନ ମନ୍ତ୍ରୀ ଉଷା ଦେବୀ

ଦିଗପହଣ୍ଡି: ଫାଣ୍ଡି ସାମ୍ନାରେ ଧାରଣାରେ ବସିଲେ ପୂର୍ବତନ ମନ୍ତ୍ରୀ ଉଷା ଦେବୀ । ନିଜ ସମର୍ଥକଙ୍କ ସହ ଚିକିଟି ଫାଣ୍ଡିରେ ଧାରଣାରେ ବସିଲେ ଉଷା ଦେବୀ । ରାମଚନ୍ଦ୍ରପୁର ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଫାଣ୍ଡିରେ ଅଟକ ପ୍ରତିବାଦରେ ଧାରଣା ଦେଇଛନ୍ତି । ଉତ୍ତେଜନା ସୃଷ୍ଟି ହେବାରୁ ଏସ୍ଡିପିଓ ପହଞ୍ଚି ଆଲୋଚନା କଲେ ।



