Breaking PLUSଓଡ଼ିଶାମୁଖ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ । ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ମୁଖ୍ୟ ଶାସନ ସଚିବ ଓ ଶିଳ୍ପ ସଚିବଙ୍କ ଉପସ୍ଥିତିରେ ଭେଟିଲେ । ରାଜ୍ୟରେ ବଡ଼ ଧରଣର ପୁଞ୍ଜିନିବେଶ ନେଇ ଆଲୋଚନା ସୂଚନା ମିଳିଛି ।



