Breaking PLUSଓଡ଼ିଶାମୁଖ୍ୟ ଖବର

ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ କାରଣରୁ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ:  ଉପରାଷ୍ଟ୍ରପତି ଜପଦୀପ ଧନଖଡ଼ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଏବଂ ବିଚଳିତ ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ୭୩ ବର୍ଷୀୟ ଧନଖଡ଼ ଶନିବାର ବିଳମ୍ବିତ ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ କ୍ରିଟିକାଲ କେୟାର ୟୁନିଟ୍‌ରେ ରଖାଯାଇଥିବା ଜଣାପଡ଼ିଛି।

Show More

Related Articles

Back to top button