Breaking PLUSଓଡ଼ିଶାମୁଖ୍ୟ ଖବର

ଏମ୍ସରେ ଦଲାଲି ଅଭିଯୋଗରେ ୫ ଗିରଫ

ଭୁବନେଶ୍ବର- ଏମ୍ସରେ ଦଲାଲି ଅଭିଯୋଗରେ ୫ ଗିରଫ  । ଓପିଡି ଟିକେଟ୍‌ କରାଇଦେବାକୁ କହି ଟଙ୍କା ନେବା ଅଭିଯୋଗ ହୋଇଛି । ଏହାପରେ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ଖଣ୍ଡଗିରି ପୋଲିସ ।

Show More

Related Articles

Back to top button