Breaking PLUSଓଡ଼ିଶାମୁଖ୍ୟ ଖବର
୭୭୦ କେଜି ଗଂଜେଇ ଜବତ

ମାଲକାନଗିରି: ସୋରଲୁକୋଣ୍ଡା ବ୍ୟାରେଜ୍ ନିକଟରୁ ଗଞ୍ଜେଇ ଜବତ ହୋଇଛି । କଣ୍ଟେନର୍ର ସିକ୍ରେଟ୍ ଚ୍ୟାମ୍ବରରୁ ୭୭୦ କେଜି ଗଂଜେଇ ଜବତ ହୋଇଛି । ୧୭ଟି ବସ୍ତାରେ କାମବେଡାରୁ ଉତ୍ତରପ୍ରଦେଶ ଯାଉଥିଲା ଗଞ୍ଜେଇ । ୮୦ ଲକ୍ଷ ଟଙ୍କାରୁ ଅଧିକ ହେବ ଜବତ ଗଞ୍ଜେଇର ମୂଲ୍ୟ । ୩ ଜଣଙ୍କୁ ଗିରଫ କଲା ଓର୍କେଲ ଥାନା ପୋଲିସ ।



