Breaking PLUSମୁଖ୍ୟ ଖବର
ରତ୍ନଭଣ୍ଡାର ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ : ହାଇକୋର୍ଟରେ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ମାମଲାର ମଙ୍ଗଳବାର ଶୁଣାଣି ଶେଷ ହୋଇଛି। ରାୟକୁ ସଂରକ୍ଷିତ ରଖିଲେ କୋର୍ଟ। ରତ୍ନଭଣ୍ଡାରର ମରାମତି ସମ୍ପର୍କରେ ଆଜି ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ପୂର୍ବରୁ ଏନେଇ ଏଏସଆଇ ସତ୍ୟପାଠ ଦାଖଲ କରିଥିଲା।