Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଏବେ ସଂପୂର୍ଣ୍ଣ ନିଶା ନିବାରଣ ପାଇଁ ପ୍ରସ୍ତାବ ନାହିଁ- ମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଏବେ ସଂପୂର୍ଣ୍ଣ ନିଶା ନିବାରଣ ପାଇଁ ପ୍ରସ୍ତାବ ନାହିଁ । ଏନେଇ ସରକାରଙ୍କର କୌଣସି ପ୍ରସ୍ତାବ ନଥିବା କହିଛନ୍ତି ଅବକାରୀ ମନ୍ତ୍ରୀ ।  ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । ମଦ୍ୟପମାନଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ କରିବା ବ୍ୟବସ୍ଥା ନଥିବା ସେ କହିଛନ୍ତି ।

Show More

Related Articles

Back to top button