Breaking PLUSଓଡ଼ିଶାମୁଖ୍ୟ ଖବର
ଭିଜିଲାନ୍ସ ଜାଲରେ କଟକ TPCODL ନରସିଂହପୁର ସେକ୍ସନ୍ ଲାଇନ୍ ମ୍ୟାନ୍

ଭୁବନେଶ୍ୱର, 6 ଜୁନ- ଭିଜିଲାନ୍ସ ଜାଲରେ କଟକ TPCODL ନରସିଂହପୁର ସେକ୍ସନ୍ ଲାଇନ୍ ମ୍ୟାନ୍ । ଲାଞ୍ଚ ଟଙ୍କା ସହ ଧରାପଡ଼ିଲେ ଲାଇନ୍ ମ୍ୟାନ୍ ଧର୍ମନିରଞ୍ଜନ ଚୌଧୁରୀ । ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ । ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ପରିବର୍ତ୍ତନ ପାଇଁ ଲାଞ୍ଚ ମାଗିଥିଲେ । ଜଣେ ଚାଷୀଙ୍କୁ ଏଥିପାଇଁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରୁ UPI ମାଧ୍ୟମରେ ୮ହଜାର ଟଙ୍କା ନେଇଥିଲେ ଲାଇନ୍ ମ୍ୟାନ୍ ।



