Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର- ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଲିଙ୍ଗରାଜ ଷ୍ଟେସନ ନିକଟ ଇଲେକ୍ଟ୍ରି ସବ୍‌ଷ୍ଟେସନ ସମ୍ମୁଖରୁ ମୃତଦେହ ଉଦ୍ଧାର ହୋଇଛି । ବେକରେ ରଶି ଲଗା ଅବସ୍ଥାରେ ଯୁବକଙ୍କ ମୃତଦେହ ଜବତ କରିଛି ପୋଲିସ । ଯୁବକଙ୍କୁ କେହି ହତ୍ୟା କରିଛି କି ଆତ୍ମହତ୍ୟା ଜଣାପଡ଼ିନି । ଘଟଣାସ୍ଥଳରେ ପହଞ୍ଚି ଏୟାରଫିଲ୍ଡ ଥାନା ପୋଲିସ ଛାନଭିନ୍ କରୁଛି ।

Show More

Related Articles

Back to top button