Breaking PLUSଓଡ଼ିଶାମୁଖ୍ୟ ଖବର

କନଷ୍ଟେବଲଙ୍କୁ ହାଣି ପାପୁଲି ଛିଡ଼ାଇ ଦେଲା ଦୁର୍ବୃତ୍ତ

ସମ୍ବଲପୁର-ସମ୍ବଲପୁରରେ ଅଭାବନୀୟ ଘଟଣା । କନଷ୍ଟେବଲଙ୍କୁ ହାଣି ପାପୁଲି ଛିଡ଼ାଇ ଦେଲା ଦୁର୍ବୃତ୍ତ  । ବୁର୍ଲା ଥାନା ଝରାପାଲି ଗାଁରେ ପୋଲିସକୁ ଅତର୍କିତ ଆକ୍ରମଣ । ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ଆକ୍ରମଣ ହୋଇଛି ।  ଆହତ କନଷ୍ଟେବଲ ସରୋଜ ଭୋଇ । ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ  ଭର୍ତ୍ତି କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button